ଇର୍ଷାର ୧୦ ଲକ୍ଷଣ, ଜାଣନ୍ତୁ ଆପଣଙ୍କ ପଛରେ କିଏ ଆପଣଙ୍କୁ ଘୃଣା କରେ

ପ୍ରଭୁଦତ୍ତ ମହାରଣା Wed, 04 Oct 2023-12:22 pm,

ଜୀବନରେ କେହି ଅଜାତଶତ୍ରୁ ହୋଇନଥାନ୍ତି । ମାନେ ଦୁନିଆରେ ଏମିତି କେହି ନାହାନ୍ତି ଯାହାର କେହି ଶତ୍ରୁ ନାହାନ୍ତି । କିଛି ଆପଣଙ୍କ ସହିତ ଖୋଲାଖୋଲି ଶତ୍ରୁତା ଆଚରଣ କରନ୍ତି । ଆଉ କିଛି ମିଠା ମିଛ ସହିତ ଇର୍ଷା କରନ୍ତି । ଏମାନଙ୍କୁ ଆପଣ ମୁଖା ମଣିଷ ବୋଲି କହିପାରିବେ । ଯେଉଁମାନଙ୍କ ବାହ୍ୟ ଆବରଣ ତଳେ ଲୁଚିଥାଏ ଇର୍ଷା । ତେବେ ଏମିତି କିଛି ସଂକେତ ବା ଲକ୍ଷଣ ଅଛି ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କୁ କିଏ ଇର୍ଷା କରୁଛି । ଆସନ୍ତୁ ନଜର ପକାଇବା ଇର୍ଷାର ୧୦ ଲକ୍ଷଣ (10 signs of jealousy) ଉପରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link