Shankaracharya Statue:ଦୁନିଆ ଦେଖିଲା ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତ୍ତି

Thu, 21 Sep 2023-4:52 pm,

Shankaracharya Statue: ଦୁନିଆ ଦେଖିଲା ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚର ବିଶାଳ ମୂର୍ତି । । ମଧ୍ୟପ୍ରଦେଶ ଓଁଙ୍କାରେଶ୍ୱରଠାରେ ମୂର୍ତିକୁ ସ୍ଥାପନ କରାଯାଇଛି। ଆଧ୍ୟାତ୍ମିକ ମହତ୍ୱ ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଷ୍ଟାଚ୍ୟୁ ଅଫ୍ ୱାନ୍ନେସ୍ ପରିଯୋଜନା ନିର୍ମାଣ ପାଇଁ ୨୧୪୧ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳ ପ୍ରତିମା ନର୍ମଦା ନଦୀ ନିକଟରେ ଶୋଭା ପାଉଛି । ୧୮ ସେପ୍ଟେମ୍ବରରେ ଏହାର ଅନାବରଣ କାର୍ଯ୍ୟକ୍ରମ ଥିବା ବେଳେ ବର୍ଷା ଯୋଗୁଁ ଏବେ ୨୧ ତାରିଖରେ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link