Hirakud Dam Gate Open: ଖୋଲିଲା ଆଉ ୪ ଟି ଗେଟ୍, ୧୨ ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

Tue, 25 Jul 2023-1:51 pm,

12 Gates Of Hirakud Dam Open As Water Level Rises । ହୀରାକୁଦ ଜଳ ଭଣ୍ଡାର ର ଆଉ ଚାରିଟି ଗେଟ ଖୋଲିଲା |ବାମ ପଟର ଆଠ ଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟର ଚାରିଟି ଗେଟ ଦେଇ କରାଯାଉଛି ଜଳ ନିଷ୍କାସନ |ବର୍ତମାନ 12 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ |ହୀରାକୁଦ ଜଲଭଣ୍ଡାର ର ଉପର ମୁଣ୍ଡରୁ 1 ଆଜି ସକାଳ 9 ଟା ସୁଦ୍ଧା 1 ଲକ୍ଷ 50 ହଜାର 799 କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡରୁ 1 ଲକ୍ଷ 58 ହଜାର 825 କିଉଷେକ ଜଳ ନିଷ୍କାସନ କରାଯାଉଛି |ଯଦି ଜଳସ୍ତର ବୃଦ୍ଧି ଘଟେ ତା ହେଲେ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link