Odisha: ଗୋଟି ଗୋଟି କରି ୧୨ଟି ପାରାଙ୍କୁ ନିର୍ମମ ଭାବେ ହତ୍ୟା କଲେ ପଡ଼ୋଶୀ! ଦେଖନ୍ତୁ ଏହି ଭିଡିଓ..
ପ୍ରିୟମ୍ବଦା ରଣା Wed, 17 Jan 2024-11:19 am,
Odisha News: ଚିକେନ୍ ଭୋଜି ନଦେବରୁ ପାରା ଗୁଡିକୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଆଦର୍ଶ ଥାନା ଅଧିନ ବିଜୟଚନ୍ଦ୍ର ପୁର ସ୍ଥିତ ତାରିଣୀ ଗଡା ଠାରେ। ଯାହାକୁ ନେଇ ପାରାଦୀପ ରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।