Weather Report: ୪୦ ଡିଗ୍ରୀ ପାଖାପାଖି ହେଲାଣି ତାପମାତ୍ରା, ଆସନ୍ତାକାଲିଠୁ କମିବ ପାରା

Thu, 14 Mar 2024-5:52 pm,

ବଢୁଛି ପାରଦ , ବଢୁଛି ତାତି। ଦିନ ୧୧ ଟା ହେଉଣୁ ବଢୁଛି ଖରାର ପ୍ରକୋପ। ଏମିତିକି ବାହାରକୁ ବାହାରିବା ହେଉଛି ମୁସ୍କିଲ। ଗତକାଲି ପ୍ରଥମ ଥର ପାଇଁ ରାଜ୍ୟରେ 39ଡ଼ିଗ୍ରୀ ଅତିକ୍ରମ କରିଛି ଦିନ ତାପମାତ୍ରା। ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା 39.5 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା ରେ ସର୍ବୋଚ୍ଚ ଦିନ ତାପମାତ୍ରା 39.4 ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ମଧ୍ୟ ତାତି ବଢିବ। ଆସନ୍ତା କାଲିଠୁ ଟିକିଏ ତାପମାତ୍ରା ହ୍ରାସ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link