Accident News: କେନ୍ଦୁଝର ଜିଲ୍ଲାର ହାଟଡିହି ଡ୍ୟାମ ରେ ବୁଡି ୨ ସାଙ୍ଗ ମୃତ

ପ୍ରିୟମ୍ବଦା ରଣା Wed, 12 Jun 2024-6:51 pm,

Accident News: ସାଙ୍ଗ ହୋଇ ୭ ଜଣ ଛାତ୍ର ଆସିଥିଲେ ହଦଗଡ଼ ବୁଲି ହେଲେ କିଏ ଜାଣିଥିଲା ୨ ସାଙ୍ଗ ଙ୍କର ଏଇଟା ଶେଷ ବୁଲା ହେବ। ଡ୍ୟାମ ର ଶେଷ ପାର୍ଶ୍ୱରେ ପ୍ରଥମେ ତିହିଡି ଅଞ୍ଚଳର ସୋମହିତ ନାୟକ ଗାଧେଇବାକୁ ଯାଇଥିବା ବେଳେ ଅଚାନକ ବୁଡିବାକୁ ଲାଗିଥିଲେ ତାଙ୍କୁ ଉଦ୍ଧାର କରିବାକୁ ଭଦ୍ରକ ବରପଦା ଅଞ୍ଚଳର ଈଶ୍ୱର ଦାସ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ବୁଡି ଯାଇଥିଲେ ଡ୍ୟାମ ରେ। ଅନ୍ୟ ୫ ଜଣ ସାଙ୍ଗଙ୍କ ନିକଟରୁ ଖବର ପାଇ ହାଟଡିହି ଓ ଆନନ୍ଦପୁର ର ଅଗ୍ନିଶମବାହିନୀ କିଛି ସମୟ ଖୋଜାଖୋଜି କରିବା ପରେ ଉଭୟ ଛାତ୍ର ଙ୍କ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link