Weather Report: ଆସନ୍ତାକାଲିରୁ ପାଗରେ ପରିବର୍ତ୍ତନ, ୧୧ ଡିଗ୍ରୀ ତଳେ ୧୦ ସହର

Jan 26, 2024, 19:00 PM IST

ରାଜ୍ୟରେ ଗତ କିଛି ଦିନ ହେଲା ବର୍ଷା ଓ କୋହଲା ପାଗ ଲାଗି ରହିଥିବାବେଳେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। ଏହାସହିତ ଫେବୃଆରୀ ପହିଲା ଯାଏ ପାଗ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ହାରାହାରି ୭.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୬୬୬% ଅଧିକ ରେକର୍ଡ଼ ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link