Weather Report: ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଅବପାତ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ୱାର୍ଣ୍ଣିଂ

Rashmita Sahoo Sun, 27 Oct 2024-4:52 pm,

ବାତ୍ୟା ‘ଦାନା’ ଚାଲି ଯାଇଛି ସତ କିନ୍ତୁ ଲୋକଙ୍କ ପାଇଁ ଛାଡ଼ି ଯାଇଛି ଅନେକ ସମସ୍ୟା। ଅତ୍ୟଧିକ ପବନ ଓ ବର୍ଷା ଫଳରେ ଏବେ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି ଲୋକେ। କାହାର ଘର ଭିତରେ ପାଣି ପଶି ଚାଳ ଛପର ଉଡ଼ି ଯାଇଛି ତ କେଉଁଠି ଚାଷ ଜମିରେ ଏବେ ଆଣ୍ଠୁଏ ଆଣ୍ଠୁଏ ପାଣି। ହଜାର ହଜାର ହେକ୍ଟର ଜମିରେ ଧାନଫସଲ ଶୋଇ ପଡ଼ିଥିବା ବେଳେ ୪ ଶହ ହେକ୍ଟରରୁ ଅଧିକ ଜମିରେ ଧାନଗଛ ସଂପୂର୍ଣ୍ଣ ବୁଡ଼ିରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link