Odisha News: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ବୁଡିଗଲେ ୪ ଜଣ ନାବାଳକ, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 03 Oct 2024-4:43 pm,

Odisha News: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ବୁଡିଗଲେ ୪ଜଣ ନାବାଳକ, ଘଟଣା ସ୍ଥଳରେ ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତ ର ସର୍ଦ୍ଦାରସାହି ରେ ଘଟିଛି ଅଭାବନୀୟ ଘଟଣା, ମୃତକ ହେଲେ ସର୍ଦ୍ଦାରସାହି ଗ୍ରାମର ସୁବାସ ରଣା ଙ୍କ ସାନପୂଅ ତାପସ ରଣା, ସୂଚନା ଅନୁଯାୟୀ ଆଜି ମଧ୍ଯାହ୍ନରେ ସର୍ଦ୍ଦାରସାହି ଗ୍ରାମର ୪ ଜଣ ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀର ଜଳସ୍ରୋତ ବଢୁଥିବାରୁ ସମସ୍ତେ ଭାସି ଯାଇ ଥିଲେ , ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଥିଲେ, ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଲିଆ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link