Odisha News: ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଜଣେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Sat, 24 Aug 2024-8:03 pm,

Odisha News: ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ, ଜଣେ ଗୁରୁତର l ଏଭଳି ଏକ ଦୁଖଃଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା, କୁଚିଣ୍ଡା ଉପଖଣ୍ଡ, ଜମେନକିରା ଥାନା ଅନ୍ତର୍ଗତ ପୁକୁଡା ଗ୍ରାମରେ lଏକ ନିର୍ମାଣଧୀନ ପାଇଖାନା ଟାଙ୍କିର ସେନଣ୍ଟ୍ରି ଖୋଳିବାକୁ ଭିତରକୁ ପଶିଥିବା ବେଳେ, ଶ୍ୱାସ ରୁଦ୍ଧ ହୋଇ ୩ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link