Feng shui Tips:ଫେଙ୍ଗ୍ ଶୁଇର ୫ ଟି ଟିପ୍ସ , ଯାହା ଆପଣଙ୍କ ଘରୁ ଦୂର କରିବ ନକାରାତ୍ମକ ଶକ୍ତି

ରଶ୍ମିତା ସାହୁ Wed, 08 Nov 2023-7:52 pm,

ଫେଙ୍ଗ୍ ଶୁଇକୁ ଚାଇନିଜ୍ ବାସ୍ତୁଶାସ୍ତ୍ର ବୋଲି କୁହାଯାଏ । ଘରେ ସକରାତ୍ମକ ଶକ୍ତି ବୃଦ୍ଧି ଏବଂ ନକାରାତ୍ମକତାକୁ ଦୂର କରିବା ପାଇଁ ଫେଙ୍ଗ୍ ଶୁଇରେ କିଛି ବିଶେଷ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥାଏ । ଏହି ପଦକ୍ଷେପଗୁଡିକ ସହିତ ଆପଣ ଆପଣଙ୍କ ଘରୁ ନକାରାତ୍ମକତାକୁ ସହଜରେ ହଟାଇ ପାରିବେ । ଯଦି ଘରେ ସକାରାତ୍ମକ ଶକ୍ତି ଥାଏ, ତେବେ ଆପଣ ଖୁସି ରୁହନ୍ତି ଏବଂ ଏହା ଆପଣଙ୍କ ଜୀବନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଫେଙ୍ଗ୍ ଶୁଇର ୫ଟି ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ଟିପ୍ସ ବାବଦରେ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link