Koraput Drowning: ପାତାଳୀ ନଦୀରେ ଡଙ୍ଗା ବୁଡି ୫ ନିଖୋଜ, ଜଣକର ମୃତ ଦେହ ଉଦ୍ଧାର.

ପ୍ରିୟମ୍ବଦା ରଣା Thu, 28 Dec 2023-8:14 pm,

ପାତାଳୀ ନଦୀ ରେ ଡଙ୍ଗା ବୁଡି ୫ ନିଖୋଜ। ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଏହିପରି ୫ ଜଣ ଏକ ଦେଶୀ ଡଙ୍ଗାରେ ବାଡେଲା ଗ୍ରାମକୁ ଏକ ବାହାଘର ରେ ଯୋଗ ଦେବାକୁ ଯାଇଥିଲେ। ନିଜ ଗାଁ କୁ ଫେରିବା ସମୟରେ ଡଙ୍ଗା ଟି ପାତାଳୀ ନଦୀ ରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସମସ୍ତ ୫ ଜଣ ନିଖୋଜ ଅଛନ୍ତି। ବର୍ତମାନ ସୁଦ୍ଧା ନିଖୋଜ ମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ଜଣା ପଡ଼ିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link