Weather Report: ଆସନ୍ତା କାଲି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବା ନେଇ ଆଲର୍ଟ ଜାରି...

ପ୍ରିୟମ୍ବଦା ରଣା Tue, 06 Aug 2024-4:32 pm,

Weather Report: ରାଜ୍ୟରେ ବିଜୁଳି ଘଡ଼ଘଡି ସାଙ୍ଗକୁ ୧୭ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ, ସମ୍ବଲପୁର, ଦେବଗଡ଼, ଜଗତସିଂହପୁର,ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ତି, ରାୟଗଡା ଓ କୋରାପୁଟ୍ ରହିଛି। ଏ-ହି ଜିଲ୍ଲାର ସ୍ଥାନେ ସ୍ଥାନେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସହ ବିଜୁଳି ଘଡଘଡି ମାରିବ ବୋଲି ୟେଲୋ ଆଲର୍ଟ ଜାରି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link