Video: ଚୀନ ତିଆରି କରିଛି ନୂଆ କରୋନା ! ୮ ନୂଆ ଭୂତାଣୁ ଆବିଷ୍କାର କଲା ଚୀନ୍ !

ପ୍ରିୟମ୍ବଦା ରଣା Fri, 27 Oct 2023-3:55 pm,

Video:ଚୀନର ବୈଜ୍ଞାନିକଙ୍କ ଏକ ଟିମ୍ ଆଠଟି ନୂଆ ଭୂତାଣୁ ଆବିଷ୍କାର କରିବା ସହ ଏହା ମଣିଷକୁ ସଂକ୍ରମିତ କରିପାରେ ବୋଲି ଚେତାବନୀ ଦେଇଛନ୍ତି। ଟ୍ରପିକାଲ ଦ୍ୱୀପ ହେନାନରେ ଏହି ବିପଜ୍ଜନକ ଭୂତାଣୁ ଦେଖିବାକୁ ମିଳିଛି । ଗବେଷକମାନେ ଏହି ଭୂତାଣୁଗୁଡ଼ିକ ଉପରେ ଅଧ୍ୟୟନ କରୁଛନ୍ତି, ଯାହାଦ୍ୱାରା ବିଶ୍ୱ କରୋନା ଭଳି ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ହୋଇପାରିବ । ଚୀନର ଏହି ବୈଜ୍ଞାନିକମାନେ ଦେଶର ହାଇନାନ ଦ୍ୱୀପରୁ ମୂଷା ଏବଂ ବାଦୁଡି ଠାରୁ ୭୦୦ ନମୁନା ନେଇଛନ୍ତି। ଏହି ଗବେଷଣା ରେ ଚୀନର ବୈଜ୍ଞାନିକମାନେ ୮ଟି ନୂଆ ଭୂତାଣୁ ଠାବ କରିଛନ୍ତି । ଆବିଷ୍କୃତ ଭାଇରସଙ୍କ ଭିତରୁ ଗୋଟିଏ ସେହି ଭାଇରାଲ ପରିବାରର ଭାଇରସ ଯେଉଁ ପରିବାରରୁ କରୋନା ଭାଇରସ୍ ଆସିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link