Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ

ପ୍ରିୟମ୍ବଦା ରଣା Wed, 08 May 2024-3:39 pm,

Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା। ସମସ୍ତେ ଛତିଶଗଡ଼ ଦାନ୍ତେୱାଡ଼ ଜିଲ୍ଲାର ଅଂଚଳର। ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link