Video: ଆସୁଛି ବାତ୍ୟା `ଦାନା`, ତାପୂର୍ବରୁ ଶ୍ରୀମନ୍ଦିରରୁ ମିଳିଲା ବଡ଼ ସଙ୍କେତ, ଶୁଣନ୍ତୁ କ`ଣ କହିଲେ ନନା

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-5:15 pm,

Video: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । ପ୍ରତିଟି ଓଡ଼ିଆଙ୍କର ବିଶ୍ୱାର ରହିଛି ପ୍ରଭୁଙ୍କ ଉପରେ । ସବୁ ବିପଦରୁ ରକ୍ଷା କରିବା ପାଇଁ ଭକ୍ତମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ତେବେ ଶ୍ରୀମନ୍ଦିରରେ ଘଟୁଥିବା ଅଲୌକିକ ଘଟଣା ମଧ୍ୟରୁ ନିକଟରେ ଦଇତାପତି ଏନେଇ ନିଜ ଅଭିଜ୍ଞତା ସେୟାର କରିଛନ୍ତି   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link