Accident News: ଠିଆ ହୋଇଥିବା ଟ୍ରକକୁ ପିଟିଲା ପିକନିକ୍ ବସ୍‌, ୨ ଗୁରୁତର ୨୦ ଆହତ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Thu, 28 Dec 2023-12:53 pm,

ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟିଲା ପିକନିକ୍ ବସ୍‌ । ୨ ଜଣ ଗୁରୁତର ଓ ୨୦ ଜଣ ଆହତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ଵର ଜିଲ୍ଲା ସୋର ର ବ୍ରହ୍ମୋସ୍ମୀ ଯୁକ୍ତ ୨ ଟିଉଟୋରିଆଲ୍ କଲେଜର ଛାତ୍ର ଓ ଶିକ୍ଷକ ମିଶି ପିକନିକ୍ ଯାଇଥିଲେ । ସେମାନେ ସମ୍ବଲପୁରରୁ ସୋର ଫେରୁଥିବା ବେଳେ, ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଠିଆ ହୋଇଥିବା ଏକ ବସ୍ କୁ ଧକ୍କା ଦେଇଥିଲା ଏହି ପିକନିକ୍ ବସ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link