Paradeep News: BPCL ତୈଳ ଟର୍ମିନାଲ୍ ନିକଟରେ ୩ଟି ତୈଳ ଟାଙ୍କି ଗାଡିରେ ଲାଗିଗଲା ନିଆଁ

Sat, 20 Apr 2024-4:39 pm,

ପାରାଦୀପ ବିପିସିଏଲ୍ ପେଟ୍ରୋ ଟର୍ମିନାଲ ଆଗରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୩ଟି ଟ୍ୟାଙ୍କଲର। ଟର୍ମିନାଲ ଆଗରେ ପାର୍କିଂ ରେ ଠିଆ ହୋଇଥିବା ତିନୋଟି ଟ୍ୟାଙ୍କଲର୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିବା ବେଳେ ଅଗ୍ନିକାଣ୍ଡ ର କାରଣ ଜଣାପଡିନାହିଁ। ବେଳେ ତିନୋଟି ଟ୍ୟାଙ୍କଲର୍ ରେ ଭୟଙ୍କର ନିଆଁ କୁ ଦେଖି ଦମକଳ ବାହିନୀ ପାଣି ଓ ଫୋମ୍ ସ୍ପ୍ରେ କରି ନିଆଁ କୁ ଆୟତ୍ତ କରିଛନ୍ତି | ପାଖରେ ଅନ୍ୟ ଦୁଇଟି ପେଟ୍ରୋ ଟର୍ମିନାଲର ଡିପୋ ଥିବାବେଳେ କିଭଳି ନିଆଁ ଚାରିଆଡକୁ ବ୍ୟାପି ନଯିବ ସେଥିନେଇ ତୁରନ୍ତ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରାଯାଇଥିଲା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link