Animal Friendship:କୁକୁର, ବିଲେଇ ଓ ଠେକୁଆର ନିଆରା ବନ୍ଧୁତା
Animal Friendship: କୁକୁର, ବିଲେଇ ଓ ଠେକୁଆର ନିଆରା ବନ୍ଧୁତା ।କୁନି ଠେକୁଆର ସାଙ୍ଗ ହେବା ପାଇଁ କୁକୁର ଓ ବିଲେଇ ମଧ୍ୟରେ ଟଣା ଓଟରା । ଠେକୁଆଟିକୁ ଛୁଇଁବା ପାଇଁ କୁନି କୁକୁରଟି ଚେଷ୍ଟା କରୁଥିବା ବେଳେ ବିଲେଇ ତାକୁ ଛୁଇଁବାକୁ ଦେଉନାହିଁ।