Viral Video: ସ୍କୁଲ ୟୁନିଫର୍ମ ପିନ୍ଧି ସୁଶାନ୍ତ ସିଂ ରାଜପୁତଙ୍କ ଗୀତରେ ଜବରଦସ୍ତ ନାଚିଲେ ଛାତ୍ର, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Fri, 10 Nov 2023-11:43 am,

Viral Video: ସୋସିଆଲ ମିଡିଆରେ ଏବେ କୁନି ପୁଅର ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି. ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ପୁଅଟି ସ୍କୁଲ୍ ୟୁନିଫର୍ମ ପିନ୍ଧି ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଏକ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଏହି ଗୀତଟି ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ ଫିଲ୍ମ, ଯାହାକି ତାଙ୍କ ମୃତ୍ୟୁ ପୂର୍ବରୂ ରିଲିଜ୍ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link