Odisha Election 2024: `ଯେଉଁଠି ସବୁ କିଛି ଗ୍ୟାରେଣ୍ଟିର ଶେଷ ହୋଇଯାଏ, ସେଇଠୁ ହିଁ ମୋଦି ଗ୍ୟାରେଣ୍ଟି ଆରମ୍ଭ ହୁଏ`

ପ୍ରିୟମ୍ବଦା ରଣା Thu, 30 May 2024-1:26 pm,

Odisha Election 2024: ବିପ୍ଳବ ଦେବଙ୍କ ବାଲିକୁଦା-ଏରସାମ ରେ ନିର୍ବାଚନୀ ସଭା । ଓଡ଼ିଶାର ଲୋକେ ନିର୍ଣ୍ଣୟ କରିସାରିଛନ୍ତି ଏଥର ରାଜ୍ୟରେ ନିଶ୍ଚୟ ବିଜେପି ସରକାର ହେବ ଏବଂ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବେ ବୋଲି ବାଲିକୁଦା-ଏରସାମ ନିର୍ବାଚନ ମଣ୍ଡଳୀ ର ମରିଚିପୁର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ସରକାର ହେଲେ ଓଡିଶାକୁ 5 ବର୍ଷ ଭିତରେ ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link