Sambalpur Accidennt: ପ୍ରାଇଭେଟ ବସ ଚକ ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 04 Jan 2024-1:01 pm,

ପ୍ରାଇଭେଟ ବସ ଚକ ତଳେ ଚାପି ହୋଇଗଲେ ନାବାଳକ |ଘଟଣା ସ୍ଥଳ ରେ ନାବାଳକ ର ମୃତ୍ୟୁ |ଗତକାଲି ସନ୍ଧ୍ୟା ସମୟ ରେ ସମ୍ବଲପୁର ଟାଉନ ଭିତରେ ଥିବା ଫ୍ରେଜର କ୍ଲବ ପାଖରେ ରାସ୍ତା ସମ୍ମୁଖରେ ଘଟିଥିଲା ଏହି ଦୁର୍ଘଟଣା |ଗୋଟିଏ ପ୍ରାଇଭେଟ ବସ ସେହି ରାସ୍ତା ରେ ଯାଉଥିବା ବେଳେ ଚକ ତଳେ ଚାପି ହୋଇ ଜଣେ ନାବାଳକ ଦିଶାନ୍ତ ନାୟକ ମୃତ୍ୟୁ ବରଣ କରିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link