Monkey Drinking Alcohol: ମଣିଷ ପରି ମଦ ପିଉଥିବାର ନଜର ଆସିଲା ମାଙ୍କଡ, ଜୋରଦାର ଭାଇରାଲ ହେଉଛି ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 21 Jun 2023-10:43 pm,

Monkey Drinking Alcohol: ଆପଣ କେବେ ମାଙ୍କଡ ମଦ ପିଉଥିବାର ଦେଖିଛନ୍ତି କି? ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଲୋକମାନେ ମଜାକ କରି କହୁଛନ୍ତି ଯେ 'ସେ ଆଦିପୁରୁଷ ସିନେମା ଦେଖିକି ଆସିଛି, ଓ ତାର ମୁଣ୍ଡବିନ୍ଧା ହେଉଥିବାରୁ ସେ ମଦ ପିଉଛି '।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link