ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଭୁବନେଶ୍ୱର ବଟାନିକାଲ ଗାର୍ଡ଼େନର କର୍ମଚାରୀମାନେ ନେଲେ ନୂଆ ପଦକ୍ଷେପ

Thu, 18 May 2023-7:20 pm,

Bhubaneswar: ପରିବେଶକୁ ପ୍ରଦୁର୍ଷମ ମୁକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ଲୋକମାନଙ୍କ ସଚେତନତା ଅଭାବରୁ ଏହି ସଠିକ୍ ରୂପାୟନ ହୋଇପାରୁନାହିଁ । ତେବେ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଭୁବନେଶ୍ୱର ଏକ୍ରାମ କାନନ ସ୍ଥିତ ବଟାନିକାଲ ଗାର୍ଡ଼େନର କର୍ମଚାରୀମାନେ ନୂତନ ପଦକ୍ଷେପ ନେଇଛନ୍ତି । ଯାହା ଦ୍ୱାରା କି ଯେଉଁମାନେ ୟୁଉଜ ଆଣ୍ଡ ଥ୍ରୋ ବୋତଲରେ ପାଣି ପାର୍କ ଭିତରକୁ ନେବେ, ସେମାନେ ୧୦ଟଙ୍କାର ସିକ୍ୟୁରିଟି ଟିକେଟ୍ କାଉଁଟରରେ ଡ଼ିପୋଜିଟ୍ କରିବେ । ଦେଖନ୍ତୁ ଆମର Exclusive Report ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link