Bhadrak News: ପ୍ରେମିକର ଜୁଇ ନିଆଁରେ ପ୍ରେମିକାର ଘର ଜାଳିଦେଲେ ପ୍ରେମିକ ପରିବାର, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Dec 20, 2023, 15:24 PM IST

Bhadhrak News: ଆଜିର ସମାଜରେ ଯୁବପିଢ଼ି ପ୍ରେମ ପ୍ରତାରଣାର ଶିକାର ହେବା ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି।ଆମେ ଏମିତି ଏକ ପ୍ରେମ କାହାଣୀ ଆଜି ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ ଆପଣ ଶୁଣିଲେ ଅଶୋର୍ଯ୍ୟ ହେଵେ ନିଶ୍ଚିତ । ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ପ୍ରତାରଣା ପାଇବା ପରେ ପାଗଳ ପ୍ରେମିକ ବିଷ ପିଇ ଆତ୍ମହତ୍ୟା କରିଦେଲା ଆଉ ତାପରେ ଘଟଣା ଏମିତି କିଛି ଘଟିଲା। ପ୍ରତିଶୋଧ ପରାୟଣ ହୋଇ ଗ୍ରାମ ମଶାଣିରେ ଜଳୁଥିବା ଜୁଇ ନିଆଁ ରେ ପ୍ରେମିକାର ଘର ଜାଳିଦେଲେ ପ୍ରେମିକର ପରିବାର ଲୋକେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link