Video: ସ୍ନେହ ପ୍ରେମର ନିଆରା ଦୃଶ୍ୟ, ଦେଖନ୍ତୁ ହାତୀ ମଣିଷର ସମ୍ପର୍କ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 19 Sep 2023-10:07 pm,

Video: ବିଭିନ୍ନ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ । ସେ ମଧ୍ୟରୁ କିଛି ଭିଡିଓ ଦର୍ଶକଙ୍କୁ ଖୁବ ଭଲ ଲାଗିଥାଏ । ଏହି ଯେପରି ବର୍ତ୍ତମାନ ଭାଇରାଲ୍ ହୋଇଥିବା ଭିଡିଓଟି । ଗୋଟିଏ ଛୁଆ ହାତୀ ତା ମାଲିକକୁ ପାଖରୁ ଦୂରାଇ ଦେବାକୁ ଚାହୁଁନି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link