Viral Video: କମେଡିଆନ ଅନୁଗୁଳିଆ ବଣ୍ଟିଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଭିଡିଓ ଭାଇରାଲ୍

ପ୍ରିୟମ୍ବଦା ରଣା Mon, 21 Oct 2024-4:43 pm,

Viral Video: ନିଜ କମେଡି ଅନ୍ଦାଜରେ ମନ କିଣିଥିବା ଅନୁଗୁଳିଆ ବଣ୍ଟି ଏବେ ଅନେକ ଆଲବମରେ ନଜର ଆସୁଛନ୍ତି। ନିକଟରେ ତାଙ୍କର ଏକ ଆଲବମ୍ ଗୀତ ନାଲାପାନ ତୁ ମୋର ଚମନ ଚଟଣି କୁବ୍ ଟ୍ରେଣ୍ଡିରେ ରହିଛି। ସେ ହି ଗୀତରେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ଏକ ସୁନ୍ଦର ଭିଡିଓ କରି ଏହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link