Video: ସର୍ବସାଧାରଣ ସ୍ଥାନରେ ଯୁବକଙ୍କ ହରକତ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 18 Sep 2024-5:33 pm,

Video: ସୋସିଆଲ ମିଡିଆରେ ଭାଇରାଲ୍ ହେବା ନିଶା ହେବେ  ଅନେକଙ୍କୁ ଘାରିଛି । ଏହାରି ମଧ୍ୟରେ ଜଣେ ଯୁବକ ସର୍ବସାଧାରଣ ସ୍ଥାନରେ ଏମିତି କିଛି ହରକତ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ପାଇଁ ହସର କାରଣ ପାଲଟିଛି । ଯୁବକଜଣକ ରିଲ୍ସ ପ୍ରସ୍ତୁତ ପାଇଁ ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ନୃତ୍ୟ ପରିବେଷଣ କରିବା ସମୟରେ ସମସ୍ତଙ୍କ ନଜର ଯୁବକଙ୍କ ଉପରେ ରହିଥିବା ଦେଖିବାକୁ ମିଳିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link