Video: ଜିମ୍ ରେ ୱାର୍କଆଉଟ ବେଳେ ଚାଲିଗଲା ଜୀବନ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

Payal Priyadarshini Sun, 17 Sep 2023-9:39 am,

ନିକଟରେ ଏକ ସିସିଟିଭି ଫୁଟେଜ ଭାଇରାଲ ହୋଇଛି । ଯେଉଁ ଥିରେ ଦେଖିବାକୁ ମିଳିଛି ଜିମରେ ୱାର୍କଆଉଟ କରୁଥିବା ସମୟରେ ହଠାତ୍ ଟ୍ରେଡ଼ମିଲ ଉପରେ ଟଳି ପଡୁଛନ୍ତି ଯୁବକ । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ବୟସ ମାତ୍ର ୧୯ ବର୍ଷ ବୋଲି ଜଣାପଡିଛି । ତେବେ ଏହି ଘଟଣା ସମୟର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link