Crime News: ପୂର୍ବ ଶତୃତାକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ଯା, ଦେଖନ୍ତୁ ଏହି ଭିଡିଓ...

ପ୍ରିୟମ୍ବଦା ରଣା Wed, 16 Oct 2024-2:02 pm,

Crime News: ପୂର୍ବ ଶତୃତାକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ଯା। ଘଟଣା ପରେ ଗ୍ରାମରେ ଉତ୍ତେଜନା, ଉତ୍ଯକ୍ତ ଲୋକେ ହତ୍ଯାକାରିଙ୍କ ଘରେ ଲଗାଇଲେ ନିଆଁ। ଉତ୍ତେଜନା ଦେଖି ଘଟଣା ସ୍ଥଳରେ ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁରେ ଆଜି ସନ୍ଧ୍ୟାରେ ଗାଁ ଛକରେ ନିଜ ବାଇକ୍ ଉପରେ ବସିଥିବା ସେକ୍ ରେହମତ୍ ନାମକ ଯୁବକଙ୍କୁ ସେହି ଗାଁର ମୁନା ଜେନା ନାମକ ଯୁବକ ଠେଙ୍ଗାରେ ଆକ୍ରମଣ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link