Odisha Train Accident: ଓଡି଼ଶା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ସହ ଜଡିତ କନିଷ୍ଠ ଇଞ୍ଜିନିୟର ଅମୀର ଖାନ୍ ଫେରାର ଅଛନ୍ତି କି? ରେଲୱେ କହିଲା ସତ

ଜୀ ଓଡ଼ିଶା ଡେସ୍କ Tue, 20 Jun 2023-5:56 pm,

Indian Railway On Aamir Khan: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି । ଏହା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ଶହ ଶହ ଲୋକ ଚିକିତ୍ସିତ ହେଉଛନ୍ତି । ସେପଟେ ଏହି ଘଟଣାର ତଦନ୍ତରେ ସମ୍ପୃକ୍ତ ରେଳ କର୍ମଚାରୀ ଅମୀର ଖାନଙ୍କ ଫେରାରକୁ ନେଇ ରେଳବାଇ ଏକ ଭିଡିଓ ବୟାନ ଜାରି କରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link