One Leg Stand: ୧୦ ସେକେଣ୍ଡ ପାଇଁ ଏକ ଗୋଡ଼ିକିଆ ଠିଆ ହେବାର କ୍ଷମତା ସହ ‘ଲମ୍ବା ଆୟୁ’ର ସମ୍ପର୍କ !

One Leg Stand: ରୋଗ ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା ଏବଂ ସ୍କାନିଂ ପରି ଏକାଧିକ ଅନୁସନ୍ଧାନ ଉପରେ ଡାକ୍ତର ନିର୍ଭର କରିଥାନ୍ତି । ତଥାପି, କ୍ଲିନିକାଲ୍ ପରୀକ୍ଷା ପ୍ରାୟଚଃ ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ବିଷୟରେ ମୂଲ୍ୟବାନ ସୂଚନା ଦେଇପାରେ । ଏକ ଗୋଡ଼ିକିଆ ଛିଡା  ହେବାର କ୍ଷମତା ହେଉଛି ଏପରି ଏକ ପରୀକ୍ଷା ଯାହା ଘରେ କିମ୍ବା ଡାକ୍ତରଙ୍କ କାର୍ଯ୍ୟାଳୟରେ ସହଜରେ କରାଯାଇପାରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link