Shreyas Talpade: ହୃଦଘାତ ପୂର୍ବରୁ ଅକ୍ଷୟଙ୍କ ସହ ଏମିତି ମସ୍ତି କରୁଥିଲେ ଶ୍ରେୟସ, ଭିଡିଓ ହେଉଛି ଭାଇରାଲ

Fri, 15 Dec 2023-10:13 am,

ବଲିଉଡ ଆକ୍ଟର ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଶ୍ରେୟସଙ୍କୁ ବର୍ତ୍ତମାନ ମାତ୍ର ୪୭ ବର୍ଷ । ଆକ୍ଟର ଅକ୍ଷୟ କୁମାରଙ୍କ ସହ 'ୱେଲକମ ଟୁ ଦ ଜଙ୍ଗଲ' ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି। ସୁଟିଂ ଶେଷ କରିବା ପରେ ସଙ୍ଗେ ସଙ୍ଗେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ଶ୍ରେୟସଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ହସ୍ପିଟାଲ ପକ୍ଷରୁ ଅପଡେଟ୍ ହୋଇଛି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଠାରେ ଶ୍ରେୟସ୍ ଅପରାହ୍ନରେ ତାଙ୍କ ସହିତ ୱେଲକମ୍ ଟୁ ଜଙ୍ଗଲ ଫିଲ୍ମର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link