Allu Arjun: ସ୍ତ୍ରୀଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ଭିଡିଓ ଛାଡ଼ିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍..

ପ୍ରିୟମ୍ବଦା ରଣା Wed, 04 Oct 2023-1:35 pm,

Allu Arjun: ନିକଟରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ସ୍ତ୍ରୀ ସ୍ନେହା ରେଡ୍ଡୀଙ୍କର ଏକ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସ୍ନେହାଙ୍କ ଜନ୍ମଦିନରେ ତାଙ୍କର କିଛି ସୁନ୍ଦର ସୁନ୍ଦର ରାଣ୍ଡମ ଭିଡିଓକୁ ଏକାଠି କରି ଏକ ରୋମାଣ୍ଟିକ୍ ଭିଡିଓଟେ ପୋଷ୍ଟ କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link