Karma Film: କର୍ମ ଚଳଚ୍ଚିତ୍ରର ସଫଳତା ପରେ, ଅଭିନେତା ଅନୁଭବ ମହାନ୍ତି ସେୟାର କଲେ ଏହି ଭିଡିଓ...

ପ୍ରିୟମ୍ବଦା ରଣା Sun, 20 Oct 2024-2:57 pm,

Karma Film: ରୂପେଲି ପରଦାରେ ଧୁମ୍ ମଚାଇଛି ଅଭିନେତା ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ଫିଲ୍ମ କର୍ମ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କର୍ମ କର୍ମ କର୍ମ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଲିଉଡ ଫିଲ୍ମ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରି ସାରା ଓଡ଼ିଶା ନୁହେଁ ବାହାର ରାଜ୍ୟକୁ ବି ଚକିତ କରିଛି। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି କର୍ମ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ବିଭିନ୍ନ ହଲରେ ରିଲିଜ ସହ ଗୋଟିଏ ପରେ  ଗୋଟିଏ ରେକର୍ଡ ବି କରିବାରେ ଲାଗିଛି ଫିଲ୍ମ କର୍ମ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link