Video: ଅନୁଭବଙ୍କ ପ୍ରଶ୍ନର ଉତ୍ତର ଦେଲେ ମନୋଜ ମିଶ୍ର

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 25 Oct 2023-10:29 pm,

Video: ଅରିନ୍ଦମ ରୟଙ୍କ ଅଭିନିତ ସିନେମା 'ରାମ'କୁ ପଶ୍ଚିମ ଓଡ଼ିଶାରେ ରିଲିଜ୍ କରାଇନଦେବା ଓ ସେଠାରେ 'ମାଇଣ୍ଡ୍ ଗେମ୍' ସିନେମା ଚଳାଇବା ଘଟଣାକୁ ନେଇ ଓଲିଉଡରେ ଚାଲିଛି କଳି । ଗତକାଲି ସିନେ ନିର୍ମାତା ତଥା ପ୍ରଯୋଜକମାନେ ଏକ ବୈଠକ କରି ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ସିନେମାରେ ନନେବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଘଟଣାରେ ମୁହଁ ଖୋଲିଥିଲେ । ଏକ ଭିଡିଓ ଜାରୀ କରି ମନୋଜଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଆଜି ଅଭିନେତା ମନୋଜ ମିଶ୍ର ସମସ୍ତ ପ୍ରଶ୍ନ ଉତ୍ତର ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link