Viral Video: `ଲୁଙ୍ଗି ଡାନ୍ସ ଗୀତ` ରେ ଠୁମକା ଲଗାଇଲେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ସ୍ତ୍ରୀ , ଦେଖନ୍ତୁ ଭିଡିଓ

Narmada Behera Tue, 15 Oct 2024-1:30 pm,

Viral Video: ଗତ କିଛି ଦିନ ତଳେ ଅଭିନେତା ମନୋଜ ମିଶ୍ରଙ୍କ ଦ୍ବୀତିୟ ବିବାହ କରିଥିଲେ।  ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ଛାଡି ଅଭିନେତ୍ରୀ ମମତା ନନ୍ଦଙ୍କୁ ଜୀବନ ସାଥୀ କରିଥିଲେ। ମନୋଜ ତାଙ୍କୁ ଛାଡି ମମତାଙ୍କ ସହ ରହୁଛନ୍ତି। ମାନା ମଧ୍ୟ ନିଜ ଝିଅ ଭବ୍ୟା ସହ ରହୁଛନ୍ତି । ତେବେ, ଏହାରି ଭିତରେ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍  ହୋଉଛି। ମନୋଜଙ୍କୁ ଛାଡି କେମିତି ଖୁସିରେ ଅଛନ୍ତି ମାନା। ଦେଖନ୍ତୁ ଭିଡିଓ  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link