Video: ଜଣେ ଚାଷୀଙ୍କୁ କ୍ଷେତ ନିକଟରେ ନଚାଇଦେଲେ ଏହି ଅଭିନେତା

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 23 Aug 2024-11:04 pm,

Video: ଅଭିନେତା ପିଣ୍ଟୁ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଗୋଟିଏ ପରେ ଗୋଟିଏ ନିଜର ନୂଆ ମ୍ୟୁଜିକ ଭିଡିଓ ରିଲିଜ୍ କରିବା ପରେ ପିଣ୍ଟୁ ଏବେ ଦର୍ଶକଙ୍କ ପ୍ରିୟ । ନିକଟରେ ଜଣେ ଚାଷୀଙ୍କୁ ସେ ବିଲ ନିକଟରେ ଧୁମ୍ ନଚାଇଛନ୍ତି । ଦେଖନ୍ତୁ ଏହି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link