Sabyasachi Video: ଭୋଟ ଦେବାକୁ ନିବେଦନ କଲେ ସବ୍ୟସାଚୀ, ଗାଇଲେ କବିତା

Mon, 13 May 2024-8:39 pm,

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସେହିପରି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ 'ଏକ୍ସ'ରେ ଓଡ଼ିଶାବାସୀଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୁଁ ରାଜ୍ୟବାସୀଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଅପିଲ କରୁଛି । ଆପଣଙ୍କ ଭୋଟ୍‌ ଆପଣଙ୍କ ସ୍ବର । ଏହାକୁ ଦୃଢ଼ ଓ ସ୍ପଷ୍ଟ ଭାବରେ ଉତ୍ତୋଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ତେବେ ଏଥିରୁ ବାଦ୍ ପଡିନାହାଁନ୍ତି ଅଭିନେତା ସବ୍ୟସାଚୀ ମିଶ୍ର, ଏକ କବିତା ମାଧ୍ୟମରେ ସେ ଭୋଟରଙ୍କୁ ସଚେତନ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link