Video: ଝିଅଙ୍କ ସହ କିତିକିତି ଖେଳିଲେ ଅଭିନେତା ସୋନୁ ସୁଦ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 03 Oct 2024-2:27 pm,

Video: ବଲିଉଡ ଅଭିନେତା ସୋନୁ ସୁଦ ଅନେକ ସମୟରେ ସାଧାରଣ ଲୋକଙ୍କ ଗହଣରେ ନଜର ଆସନ୍ତି । ସୋନୁ ଖୁବ ପରୋପକାରୀ ହୋଇଥିବାରୁ ସେ ଅନେକ ଲୋକଙ୍କୁ ସାହାଯ୍ୟ କରନ୍ତି । ବିଶେଷ କରି କୋଭିଡ ମହାମାରୀ ସମୟରେ ସୋନୁ ସୁଦଙ୍କ ଭୂମିକା ଥିଲା ଅତ୍ୟନ୍ତ ପ୍ରଶଂସନୀୟ । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରାତି ସମୟରେ ସୋନୁ ସୁଦ ଝିଅଙ୍କ ସହ କିତି କିତି ଖେଳରେ ନିଜକୁ ସାମିଲ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link