Video: ଅଭିନେତା ସ୍ୱରାଜଙ୍କ ସହ ଶିବାନୀ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 08 Oct 2024-5:04 pm,

Video: ଓଲିଉଡ ଅଭିନେତା ସ୍ୱରାଜ ବାରିକ ଏବଂ ଶିବାନୀ ସଙ୍ଗୀତାଙ୍କ କେମେଷ୍ଟ୍ରୀ ବିଷୟରେ କିଏ ବା ନଜାଣେ ? ଉଭୟଙ୍କ ଅଭିନୟକୁ ଖୁବ ଭଲପାଆନ୍ତି ଦର୍ଶକ । ତେବେ ନିକଟରେ ସୋସିଆଲ ମିଡିଆରେ ସ୍ୱରାଜ ଏବଂ ଶିବାନୀଙ୍କ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link