Aiswarya Behera Viral Video: ବ୍ୟାକ୍ ଷ୍ଟେଜ୍ ରେ କ`ଣ କରୁଛନ୍ତି ଅଭିନେତ୍ରୀ ଐଶ୍ବର୍ଯ୍ୟା? ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଚକିତ

Narmada Behera Wed, 25 Sep 2024-11:59 am,

Aiswarya Behera Viral Video: ଓଡିଆ ଅଭିନେତ୍ରୀ ଐଶ୍ବର୍ଯ୍ୟା ବେହେରା। ଏକାଧିକ ସିରିଏଲ ଓ ଫିଲ୍ମ ସମେତ ବହୁ ମଞ୍ଚ ନାଟକରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳେ। ଦମଦାର ଅଭିନୟ ସାଙ୍ଗକୁ ଡାନ୍ସରେ ଫ୍ୟାନ୍ସଙ୍କ ମନ କିଣନ୍ତି ସେ। ତେବେ, ଏହାରି ଭିତରେ ଐଶ୍ବର୍ଯ୍ୟାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ତେବେ, ଦେଖନ୍ତୁ ଅଭିନେତ୍ରୀ ବ୍ୟାକ୍ ଷ୍ଟେଜ୍ ରେ କ'ଣ କରୁଛନ୍ତି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link