Viral Video: ନମସ୍ତେ କମଳା ମାଗୋ ସୁଟିଂ ସେଟରେ ଅଭିନେତ୍ରୀ ଅର୍ଚ୍ଚିତା, ଲିପ୍ସାଙ୍କ ମସ୍ତି, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Tue, 05 Dec 2023-2:24 pm,

ନିକଟରରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ନୂଆ ଚଳଚ୍ଚିତ୍ର ନମସ୍ତେ କମଳା ମାଗୋ ରିଲିଜ ହୋଇଛି। ଏହି ଫିଲ୍ମକୁ ଆପଣ ତରଙ୍ଗ ଓ ତରଙ୍ଗ ପ୍ଲସରେ ଦେଖିପାରିବେ। ତେବେ ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ କାଳାକାରମାନଙ୍କ କିଛି ମାଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link