Archita Barbie Look: ଭଉଣୀଙ୍କ ସଙ୍ଗୀତ ନାଇଟ ରେ ବାର୍ବି ଗେଟଅପ୍ ନେଲେ ଅର୍ଚ୍ଚିତା, ଦେଖିଲେ କହିବେ ୱା ୱା

Sun, 17 Dec 2023-8:00 pm,

Archita Barbie Look: ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି । ନିଜ ଇଭେଣ୍ଟରୁ ଆରମ୍ଭ କରି ସୁଟିଂ ପର୍ଯ୍ୟନ୍ତ ସମସ୍ତ କ୍ଲିପ୍ ସେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଉ ଏବେ ମ୍ୟାରେଜ୍ ପାଇଁ ଖୁବ ବ୍ୟସ୍ତ ଅଛନ୍ତି ଅଭିନେତ୍ରୀ । ତେବେ ନିଜ ଇନଷ୍ଚା ପେଜ୍ ରେ ଏକ ସଙ୍ଗୀତ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ । ଏଥିରେ ସେ ନିଜ ଭଉଣୀଙ୍କ ସଙ୍ଗୀତ ନାଇଟ୍ ରେ ଯୋଗ ଦେଇଥିବା କ୍ୟାପସନରେ ଲେଖିଛନ୍ତି । ଟ୍ରେଣ୍ଡିଂ ସଙ୍ଗରେ ନିଜ ଜଲୱା ଦେଖାଇବା ସହ ଭାରି ସୁନ୍ଦର ଦିଶୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link