Viral Video: ବର୍ଷାରେ ଭିଜି ଭିଜି ସ୍ୱାମୀ ସବ୍ୟସାଚ୍ଚୀଙ୍କୁ ମନେ ପକାଉଛନ୍ତି ଅର୍ଚ୍ଚିତା, ଦେଉନ୍ତୁ ଏହି ଭିଡିଓ

Fri, 15 Sep 2023-1:05 pm,

Viral Video: ଏବେ ଇନଷ୍ଟାଗ୍ରାମରେ ରିଲ୍ସ ବନେଇବାର କ୍ରେଜ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଛୋଟ-ବଡ଼ ସେଲିବ୍ରିଟିଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ରିଲ୍ ତିଆରି କରି ଲୋକପ୍ରିୟତା ହାସଲ କରୁଥିବା ଦେଖିବାକୁ ମିଳିଛି। ତେବେ ଓଡ଼ିଶା ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link