Video: କୋଠରୀ ଭିତରେ ଏମିତି ଅଭ୍ୟାସ କରୁଥିଲେ ଅଭିନେତ୍ରୀ ଭୂମିକା, ଭାଇରାଲ୍ ହେଲା ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 04 Oct 2024-5:04 pm,

Video: ଶିଶୁ କଳାକାର ଭାବେ ଲୋକପ୍ରିୟତା ହାସଲ କରିବା ପରେ ନାୟିକା ଭାବେ ମଧ୍ୟ ସମସ୍ତଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ । କେବଳ ଅଭିନୟ ନୁହେଁ, ନୃତ୍ୟରେ ମଧ୍ୟ ଖୁବ ପାରଙ୍ଗମ ଭୂମିକା । ତାଙ୍କ ଅଭିନିତ ପ୍ରତିଟି ସିନେମା ଖୁବ ନିଆରା ବୋଲି ସିନେପ୍ରେମୀ କୁହନ୍ତି । ଜଣେ ଭଲ ଅଭିନେତ୍ରୀ ସହ ଭୂମିକା ଜଣେ ଭଲ ଛାତ୍ରୀ ମଧ୍ୟ । ଦେଖନ୍ତୁ ସେ କିପରି ନୃତ୍ୟ ଅଭ୍ୟାସ କରୁଛନ୍ତି କୋଠରୀ ଭିତରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link