Viral: ଯାତ୍ରା ପେଣ୍ଡାଲରୁ ଭାଇରାଲ୍ ହେଲା ଅଭିନେତ୍ରୀ କୁକିଜ୍ ସ୍ୱାଇଁଙ୍କ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 04 Oct 2024-2:41 pm,

Video: ଅଭିନେତ୍ରୀ କୁକିଜ ସ୍ୱାଇଁଙ୍କ ନୃତ୍ୟ ଅନେକଙ୍କୁ ଖୁବ ପସନ୍ଦ । ନିଜର ନିଆରା ଅନ୍ଦାଜ ଠୁମକାରେ କୁକିଜ ସଭିଙ୍କୁ ମତୁଆଲା କରିବାରେ ବେଶ୍ ମାହିର୍ । ଅନେକ ମ୍ୟୁଜିକ୍ ଭିଡିଓରେ କୁକିଜଙ୍କୁ ଦେଖିବାକୁ ମିଳିଛି । ତେବେ ନିକଟରେ ଦର୍ଶକଙ୍କ ସାମ୍ନାରେ ଯାତ୍ରା ମଞ୍ଚରେ ଲାଇଭ୍ ପ୍ରଫମାନ୍ସ କରିଥିଲେ କୁକିଜ୍ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link