Debjani Viral Video: ନବବଧୂ ବେଶରେ ନଜର ଆସିଲେ ଅଭିନେତ୍ରୀ ଦେବଜାନୀ, ଦେଖନ୍ତୁ ଏହି ଭିଡିଓ

Narmada Behera Fri, 04 Oct 2024-12:29 pm,

Debjani Viral Video: ଓଡି଼ଆ ଅଭିନେତ୍ରୀ ଦେବଜାନୀ । ସେ ଏକଧିକ  ଫିଲ୍ମ ଓ  ଆଲବମ୍ ରେ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଦମଦାର ଡାନ୍ସ ଓ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖେ। କେବଳ ଅଭିନୟ ଓ ଡାନ୍ସ ପାଇଁ ସେ ଜଣାଶୁଣା ନୁହଁନ୍ତି । ତେବେ, ଏହାରି ଭିତରେ ଦେବଜନୀଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାର୍ବଣରେ ସେ କାହା ପାଇଁ ସଜେଇ ହେଉଛନ୍ତି ଦେଖନ୍ତୁ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link