Debjani Viral Video: ପୁଣି ଥରେ କାର୍ ଭିତରୁ ଭାଇରାଲ୍ ହେଲା ଅଭିନେତ୍ରୀ ଦେବଜାନୀଙ୍କ ଭିଡିଓ, ଛୋଟ ପିଲାଙ୍କ ସହ କରୁଛନ୍ତି ଏମିତି କିଛି....

Narmada Behera Wed, 09 Oct 2024-2:00 pm,

Debjani Viral Video: ଓଡି଼ଆ ଅଭିନେତ୍ରୀ ଦେବଜାନୀ । ସେ ଏକଧିକ  ଫିଲ୍ମ ଓ  ଆଲବମ୍ ରେ ନଜର ଆସିଛନ୍ତି।  କେବଳ ଅଭିନୟ ନୁହେଁ ଦେବଜାନୀ ଜଣେ ଭଲ ଡାନ୍ସର ମଧ୍ୟ । ତେବେ, ଏହାରି ଭିତରେ ଦେବଜନୀଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଦେଖନ୍ତୁ କାର ଭିତରେ ବସି କ'ଣ କରୁଛନ୍ତି ଅଭିନେତ୍ରୀ। ଦେଖନ୍ତୁ ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link