Viral Video: ଯାତ୍ରା ମଞ୍ଚରେ ଚେତାଶୂନ୍ୟ ହୋଇ ଟଳି ପଡିଲେ ଅଭିନେତ୍ରୀ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Mon, 25 Dec 2023-3:10 pm,

ଅଭିନୟ କରୁଥିବା ବେଳେ ଯାତ୍ରା ମଞ୍ଚରେ ଚେତାଶୂନ୍ୟ ହୋଇ ଟଳି ପଡିଲେ ଯଲିଉଡ ଅଭିନେତ୍ରୀ। ସୁଦୂର କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହରର କେ.ଆର.ପୁରମ୍ ରେ ଘଟିଛି ଏଭଳି ଘଟଣା। ସେଠାକାର ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ଗଠିତ ଜଗନ୍ନାଥ ଯାତ୍ରା କମିଟି କ୍ରିଷ୍ଣା ପଲ୍ଲିଆର ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ଓଁ ଶ୍ରୀ ବାଘାଯତୀନ ଲୋକନାଟ୍ୟ ପକ୍ଷରୁ ଅପେରା ପରିବେଷଣ କରାଯାଉଥିବା ବେଳେ ୨୩ ତାରିଖ ବିଳମ୍ବିତ ରାତି ୧୨ଟା ବେଳେ ଘଟିଥିଲା ଏଭଳି ଘଟଣା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link